ଏଥିପାଇଁ ଛାତ୍ରଛାତ୍ରୀ ଦେବାଶିଷ ବେହେରା, ଲିପ୍ସା ପ୍ରଧାନ, ଆର୍ୟନ ସାମଲ, ସୋନାଲି ନାୟକ, ସୋନାଲି ବିଶ୍ୱାଳ, ଭାରତ ଭୂଷଣ ସାମଲ, ରିତେଶ କୁମାର ପଣ୍ଡା,ପ୍ରକାଶ ପରିଡ଼ା,ଗଣେଶ ମୁଣ୍ଡା, ସୁବ୍ରତ କୁମାର ମୁଦୁଲି ଆଦିଙ୍କୁ ୧୨ ଦିନ ସମୟ ଲାଗିଥିଲା। ଏପରି ମୂର୍ତ୍ତି ଜରିଆରେ ଛାତ୍ରଛତ୍ରୀ ମାନେ କାରୁକାର୍ଯ୍ୟର ନୂତନ ପଦ୍ଧତି ଶିଖିବା ସହିତ ପ୍ରକୃତି ଅନୁକୂଳ ଜିନିଷ ବ୍ୟବହାର ପାଁଇ ୨୨ ବର୍ଷଧରି ସମାଜକୁ ବାର୍ତ୍ତା ଦେଇଆସୁଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ମାନସ ରଞ୍ଜନ ନାୟକ,ରାମଶଙ୍କର ସାହୁ,ଅଧ୍ୟାପିକା ୟାନିତା ପ୍ରିୟଦର୍ଶିନୀ,ସୁବାସ ମୁଦୁଲି ,ଲକ୍ଷ୍ମୀଧର ସ୍ୱାଇଁ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ସହ ସ୍ଥାନୀୟବାସୀନ୍ଦା ମାନେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର