ତେବେ ଚାଷୀ ଙ୍କ କହିବା ଅନୁସାରେ ସୁର୍ଯ୍ୟମୁଖି ଚାଷ କରି ଆତ୍ମତୃପ୍ତୀ ମିଳୁଛି। ହେଲେ ଖତ ସାର ର କଳା ବଜାରୀ ,ଠିକ ଦର ରେ ସାର ନ ମିଳିବାରୁ ଲାଭାଂଶ ଧନ ପାଇପାରୁ ନାହାନ୍ତି ଚାଷୀ । ତେବେ ଏହାସତ୍ବେ ମଧ୍ୟ ଚାଷୀମାନେ ବିଲରୁ ମଞ୍ଜି ସଂଗ୍ରହ କରି ତେଲ ଉତ୍ପାଦନ କରୁଛନ୍ତି ।
ଅଧିକ ପଢନ୍ତୁ : ସୂର୍ଯ୍ୟମୁଖୀ ମଞ୍ଜିର ସ୍ବାସ୍ଥ୍ୟ ଉପକାରୀତା
ଚାଷୀ ବିଭିନ୍ନ ଅର୍ଥକାରୀ ଫସଲ ଆଧୁନିକତା ର ଢଙ୍ଗରେ କରି ସ୍ବାବଲମ୍ବୀ ହୋଇଛନ୍ତି। ପ୍ରଶାସନ ସାର କଳାବଜାରୀ ରୋକିବା ଦିଗ ରେ ଯଦି ସଫଳ ହୁଅନ୍ତା ତେବେ ଚାଷୀ ନିଜର ପ୍ରକୃତ ପ୍ରାପ୍ୟ ପାଇ ପାରନ୍ତା ବୋଲି ଚାଷୀମାନେ ମତ ଦେଇଛନ୍ତି ।