ଭଦ୍ରକ ଜିଲ୍ଲାର ରେ ଧାନ କିଣାରେ କୈାଣସି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲା ଯୋଗାଣ ବିଭାଗ ଧାନ କିଣା ଆରମ୍ଭ ରୁ ଚାଷୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ଏବେ କେତେ ପୁରୁଣା ହେଇଚି ତାହାର ଉଦାହରଣ ଭଣ୍ଡାରିପୋଖରୀ ଅଞ୍ଚଳର ଦେଖିବାକୁ ମିଳିଛି। ଥରେ ଦେଖନ୍ତୁ ଏହି ଦୃଶ୍ୟ କୁ କିଭଳି ଟାର୍ଗେଟ ଆସୁନଥିବା ଅଭିଯୋଗ କରି ଆଷି ମାନେ ଭଣ୍ଡାରିପୋଖରୀ ଦେଇ ଯାଜପୁର ଭଦ୍ରକ ମୁଖ୍ୟ ରାସ୍ତା ରୋକ କରି ଧାରଣା ରେ ବସିଛନ୍ତି।
ଅଧିକ ପଢନ୍ତୁ:ମଣ୍ଡି ବ୍ୟବସ୍ଥାର ପୋଲ ଖୋଲିଲା ସମବାୟ ସମିତି ରେଜିଷ୍ଟ୍ରାରଙ୍କ ରିପୋର୍ଟ
ସେପଟେ ଭଣ୍ଡାରିପୋଖରୀ ବ୍ଲକ ସମସ୍ତ 18 ଗୋଟି ମଣ୍ଡିରେ ଏଭଳି ସମସ୍ୟା ଲାଗି ରହିଥିବା ବେଳେ, ସେପଟେ ଯୋଗାଣ ବିଭାଗ ଅଧିକାରୀ ପହଞ୍ଚି ଚାଷୀ ପ୍ରତିଶ୍ରୁତି ଦେଇଛନ୍ତି ଖୁବଶୀଘ୍ର ଟାର୍ଗେଟ ସମସ୍ୟା ଦୂର ହେବ । ତେବେ ଦେଖିବାକୁ ରହିଲା ବାକି କେତେ ଦୂର ଚଳିତ ବର୍ଷ ଟାର୍ଗେଟ ସମସ୍ୟା ଜିଲ୍ଲା ଯୋଗାଣ ବିଭାଗ ଦୂର କରି ପାରୁଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ ।