ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟରେ। ଜଣେ ପିଅନ ଟାଙ୍ଗିଆରେ ଚୋଟ ମାରିଛନ୍ତି। ଏଥିରେ ଶିକ୍ଷକ ନିରାକାର ସେଠୀ ମୃତ୍ୟୁବରଣ କରିଛନ୍ତି। ଅଭିଯୁକ୍ତ ପିଅନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।
ଅପରାଧ ଖବର ଆହୁରି ପଢନ୍ତୁ