ସେପଟେ କେନ୍ଦ୍ରୀୟ ଯୋଜନାର ବାଟମାରଣା ପ୍ରସଙ୍ଗକୁ ନେଇ 37 ହଜାର ବୁଥରେ ଆନ୍ଦୋଳନର ଖସଡା ପ୍ରସ୍ତୁତ କରିଛି ଦଳ । କମ ଭୋଟ ବ୍ୟବଧାନର ବୁଥକୁ ଦଳ ଫୋକସ କରିବାକୁ ନିଆଯାଇଛି ନିଷ୍ପତ୍ତି ଗତ ସାଧାରଣ ନିର୍ବାଚନରେ ଅନେକ ପ୍ରାର୍ଥୀ 10 ହଜାରରୁ କମ ବ୍ୟବଧାନରେ ହାରିଥିଲେ । ଏସବୁ ଆସନକୁ ଏଥର ଅଧିକ ଗୁରୁତ୍ବ ଦେବ ଦଳ । ମିଶନ 24 ପାଇଁ ଲକ୍ଷ୍ୟ 50 ପ୍ରତିଶତ ଭୋଟ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଚଳଚଞ୍ଚଳ ହୋଇଛି ବିଜେପି କ୍ୟାମ୍ଫ..କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଦାୟିତ୍ବ ନେବା ପରେ ପ୍ରଶିକ୍ଷଣ ଶିବର କରି 24ର ଖସଡା ପ୍ରସ୍ତୁତ କରିଛି ଦଳ ।
ରାଜନୀତି ଖବର ଆହୁରି ପଢନ୍ତୁ ।