ଗୁରୁତର ବାଘ କୁ ରାଇଗୁଡା ଠାରେ ଏନକ୍ଲୋଜର ରେ ରଖାଯାଇ ଚିକିତ୍ସା ଚାଲିଥିବା ନେଇ ସୂଚନା ଦେଲେ ସାତକୋଶିଆ ବନଖଣ୍ଡ ଡିଏଫଓ ।
ଫାଶରେ ପଡିଲା କଲରାପତରିଆ ବାଘ

ଅନୁଗୁଳ: ବାରାହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡି ଦୁଇ ବର୍ଷର ଅଣ୍ଡିରା କଲରାପତରିଆ ବାଘ ଗୁରୁତର । ଅନୁଗୁଳ ବନଖଣ୍ଡ ବଲଙ୍ଗ ଇଲାକାରେ ପ୍ରାୟ ଦୁଇ ଦିନ ଧରି ଫାଶରେ ପଡିଥିଲା ବାଘ ।
Download Argus News App
