ଘଟଣାର ସତ୍ୟତା ଜାଣିବା ପାଇଁ ବୁଟୁ ମହାକୁଡ଼କୁ ପଚରା ଉଚୁରା ପରେ ବାଘକୁ ମାରିବାର ସତ ସାମ୍ନାକୁ ଆସିଛି । ଗୋଟିଏ ପରିବାରର ମୋଟ ୪ ଜଣ ବାଘକୁ ମାରିବା ସହିତ ବାଘ ଛାଲ ବାହାର କରିଥିଲେ। ସମ୍ପୃକ୍ତ ପରିବାରର ମଇଁଷିକୁ ମହାବଳ ବାଘ ଖାଉଥିବାରୁ ରାଗରେ ତାକୁ ବିଷ ଦେଇ ମାରିଥିବା କଥା ପ୍ରକାଶ କରିଥିଲା ଅଭିଯୁକ୍ତ ।
ବାଘକୁ ମାରିଥିଲେ ଗୋଟିଏ ପରିବାରର ୪ ଜଣ

କେନ୍ଦୁଝର : କେନ୍ଦୁଝର ବୁଢୀପଦା ଗ୍ରାମରୁ ବାଘଛାଲ ଜବତ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ବନ ବିଭାଗ ପକ୍ଷରୁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରିଛି ବନ ବିଭାଗ ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
