କଣ୍ଟାମାଳ ବନପାଳ ହୃଦାନନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ଦିଗାମ୍ବର ପ୍ରଧାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।ଟିକ୍ରାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୫ଗୋଟି ଫାଶୀ ଗଛ ଓ ଉଦେପୁର ସଂରକ୍ଷିତ ଜଙ୍ଗଲରୁ ୩ଗୋଟି ଗଛ କଟା ଯାଇଥିବା ନେଇ ରେଞ୍ଜର ସୁଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: