ପରେ ତହସିଲଦାର ଆସିବାରୁ ତହସିଲଦାର ଙ୍କୁ ରାସ୍ତାରେ ଚଲେଇ ଭାଙ୍ଗିଥିବା ଉକ୍ତ ଘର ପର୍ଯ୍ୟନ୍ତ ନେଇଥିଲେ ଆଦିବାସୀ l ସେଠାରେ ଦଶ ଏକର ଜାଗା ଚିହ୍ନଟ ପରେ ବାକି ଜାଗା ନେବା ପାଇଁ ତହସିଲଦାର ଅନୁରୋଧ କରିବାରୁ ଘଟଣାର ସମାଧାନ ହୋଇଥିଲା l
ଘରଭଙ୍ଗାକୁ ନେଇ ତହସିଲଦାରଙ୍କୁ ଘେରିଲେ ଆଦିବାସୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନାକଟିଦେଉ ବ୍ଲକ ତାଣ୍ଡବିରା ଗ୍ରାମରେ ସରକାରୀ ଜମିରେ ତିମିଳିଆ କିସ୍ପାଟା ନାମକ ଜଣେ ଆଦିବାସୀ ମହିଳା ସରକାରୀ ଜମିରେ ଘର ତିଆରି କରି ରହୁଥିଲେl ଗତ ଦୁଇ ଦିନ ତଳେ ଉକ୍ତ ଘରକୁ ତହସିଲଦାର ଭାଙ୍ଗି ଦେଇଥିବାରୁ ପଶ୍ଚିମ ଓଡ଼ିଶା ଆଦିବାସୀ ସଙ୍ଘ ପକ୍ଷରୁ ଡଇଁଚା ଆରଆଇ ଅଫିସ ଘେରାଉ କରିଥିଲେ l
Download Argus News App
