ଟ୍ରକଟି ରାୟଗଡା ଠାରୁ ରାୟପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ଅନ୍ୟଗାଡି ଗୁଡିକ ମଧ୍ୟ ଦୁର୍ଘଟଣା ହୋଇଥିବା ଜଣାପଡିଛି। ଟ୍ରକ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ମୁନିଗୁଡା ଷ୍ଟେସନ ଛେଲିଆ ନାଳ ନିକଟରେ ଟ୍ରେନ୍ ଆସୁଥିବା ନେଇ ଫାଟକ ପଡିଥିଲା। ସେହି ସମୟରେ ଟ୍ରକଟି ଦ୍ରୂତଗତିରେ ଆସି ଅନ୍ୟ ଗାଡି ଗୁଡିକୁ ଧକ୍କା ଦେଇ ଫାଟକ ଭାଙ୍ଗି ଚାଲିଯାଇଥିବା ଜଣାପଡିଛି।