ଏହି ସେଲରେ ପ୍ରାୟ 80 କଏଦୀ ରହୁଛନ୍ତି । ଯାହାକୁ ନେଇ ବଡ଼ ସଙ୍କ୍ରମଣର ଆଶଙ୍କା ରହିଛି । ଏମାନଙ୍କ ଭିତରୁ କିଛି କଏଦୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।
ଝାରପଡ଼ା ଜେଲରୁ ବାହାରିଥିବା 2 ଅଭିଯୁକ୍ତ କରୋନା ପଜିଟିଭ
Download Argus News App
