ଯାହାର ପ୍ରଭାବରେ ଜିଲ୍ଲାର ସୀମାନ୍ତ ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଠାରେ ଅଧା ରାସ୍ତାରେ ଅତ୍ୟାବଶକୀୟ ସାମଗ୍ରୀ ବୋଝେଇ ଗାଡି ଅଟକି ରହିଥିଲା । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅତ୍ୟାବଶକୀୟ ସାମଗ୍ରୀ ଅଭାବ ଭଳି ପରିସ୍ଥିତି ଉପୁଜିଥିଲା । କିନ୍ତୁ ଅଭାବ ପରିସ୍ଥିତି ଉପୁଜିବା ପୂର୍ବରୁ ସ୍ଥାନୀୟ ପୋଲିସ ପ୍ରଶାସନ ପଦକ୍ଷେପ ନେଇ ରାସ୍ତାରେ ଅଟକି ଥିବା ଅତ୍ୟାବଶକୀୟ ସାମଗ୍ରୀ ବୋଝେଇ ଗାଡି ଗୁଡିକୁ ଉମାରକୋଟ ଏସଡିପିଓଙ୍କ ତତ୍ତ୍ୱାବଧାନରେ ପୋଲିସ ସେହି ଗାଡି ଗୁଡିକୁ ଛାଡି ଥିଲେ ।ଏବଂ ସ୍ଥାନୀୟ ଅଞ୍ଚଳରେ ଅତ୍ୟାବଶକୀୟ ସାମଗ୍ରୀର ଅଭାବ ଭଳି ପରିସ୍ଥିତି କୁ ଦୁରେଇ ଦେଇପାରିଥିଲେ ପରିସ୍ଥିତି ସ୍ୱାଭାବିକ ହୋଇପାରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: