ସକାଳୁ ଶହ ଶହ ଶ୍ରଦ୍ଧାଳୁ ହାତରେ ପୂଜା ସାମଗ୍ରୀ ଏବଂ ଭୋଗ ଡାଲା ଧରି ପୂଜା ନିମନ୍ତେ ଧାଡିରେ ଛିଡା ହୋଇଛନ୍ତି । ସମସ୍ତଙ୍କ ମନରେ ଆବେଗ କିଭଳି ମାଙ୍କୁ ପୂଜା କରିବେ। ଏବଂ ନିଜ ପରିବାରର ସୁଖ ଶାନ୍ତି ପାଇଁ ମାଙ୍କ ପାଦ ତଳେ ପଡି ଗୁହାରି କରିବେ। ଏହି ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ବେଶ୍ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି । ମାଙ୍କୁ ପୂଜା କରିଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ରହିଛି ବିଶ୍ୱାସ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢନ୍ତୁ