ଭିଡ଼ିଓରେ ଅନେକ ବୃଦ୍ଧ ଓ ଛୋଟ ପିଲା ଉପସ୍ଥିତ ରହିଛନ୍ତି । ସମସ୍ତଙ୍କ ସାମ୍ନାରେ ମାଡ଼ ମାରୁଥିବା ଓ ଗାଳି ଗୁଲଜ କରୁଥିବାର ଦେଖିବାକୁ ମିଳିଛି । ତେବେ ନୂତନ ସରପଞ୍ଚ ଏବେଠାରୁ ଦବଙ୍ଗଗିରି ଦେଖାଇଲେଣି ତାହା ହେଲେ ଆଗାମୀ ଦିନରେ ସାଧାରଣ ଜନତା କିପରି ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନୂତନ ସରପଞ୍ଚଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ
ଭଦ୍ରକ : ନୂତନ ସରପଞ୍ଚଙ୍କ ଦବଙ୍ଗଗିରିର ଭିଡିଓ ଭାଇରାଲ। ଏମିତି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେନଗର ପଞ୍ଚାୟତର ସରପଞ୍ଚ ଆଦିତ୍ୟ କୁମାର ଗିରି। ସରକାରୀ ଚାଉଳ ବଣ୍ଟନକୁ ନେଇ ମାଡ଼ ମାରିବା ଘଟଣା ଏବେ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।
Download Argus News App
