ପ୍ରଶାସନ ତରଫରୁ ସେମାନଙ୍କୁ ରହିବା ପାଇଁ ଯେଉଁ ସ୍ଥାନ ଚିହ୍ନଟ କରାଯାଇଛି ସେହି ସ୍ଥାନଟିକୁ ଗ୍ରାମବାସୀମାନେ ସୁରକ୍ଷିତ ମନେ କରୁନଥିବା ସହିତ ଉକ୍ତ ଜମିଟିର ସ୍କେଚ ମ୍ୟାପରେ ତାହା ମଣିଷ ବାସ କରିବା ସ୍ଥାନ ନୁହେଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରି ଛନ୍ତି ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ରହିବା ପାଇଁ ପ୍ରଶାସନ ତରଫରୁ ସ୍ଥାୟୀ ସୁରକ୍ଷିତ ଜମି ଚିହ୍ନଟ କରି ସେମାନଙ୍କୁଯୋଗାଇବାକୁ ଆଜି ଗ୍ରାମବାସୀମାନେ କନ୍ଧମାଳ ଜିଲ୍ଲା ଡଃ ଆଶିଷ ଈଶ୍ୱର ପାଟିଲଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଅଭିଯୋଗପତ୍ର ଗ୍ରହଣ କରି ନିଜେ ଘଟଣାସ୍ଥଳ ପରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଭୂସ୍ଖଳନ ହେଉଥିବାରୁ ସ୍ଥାୟୀ ଥଇଥାନ ଦାବି କଲେ ଗ୍ରାମବାସୀ
Download Argus News App
