ଏହି କାର୍ଯ୍ୟକ୍ରମ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ହୋଇଥିବା ବେଳେ ୫ନଂ ଯୋନର ବିଜେପି ଜିଲ୍ଲାପରିଷଦ ପ୍ରାଥି ରାଜେଶ ମହାକୁଡ଼ଙ୍କ ସମେତ ବିଜେପି ନେତା ଏବଂ କର୍ମୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନକୀ ବାତ୍ ଶୁଣିଥିଲେ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଗ୍ରାଧିକାର ଦେଇ ଓଡ଼ିଶାର କଥାକୁ ମନକୀ ବାତ୍ ରେ ଅଲୋଚନା କରିଥିବାରୁ ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଆଗ୍ରହର ସହ ଶୁଣିଥିଲେ।
ଓଡିଶା ଖବର ଆହୁରି ପଢନ୍ତୁ