ଏହି ସମୟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟିକୁ କାବୁ କରିଥିଲେ ଗ୍ରାମବାସୀ । ପିକଅପ ଭ୍ୟାନଟିରେ 8ଟି ଗୋରୁ ଲଦା ହୋଇ ଗୋକୋର୍ଣ୍ଣପୁରରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିଲେ ବେପାରୀ । ଅଞ୍ଚଳରେ ପୂର୍ବରୁ ମଧ୍ୟ ଅବାଧରେ ଗୋଚାଲାଣକାରୀମାନେ ଗୋଚାଲାଣ କରୁଥିବାବେଳେ ଆଜି ଗ୍ରାମବାସୀ ଏମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ପିକଅପ ଭ୍ୟାନକୁ ଜବତ କରିବା ସହ ଦୁଇ ବେପାରୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକ ରଖିଲେ ଗ୍ରାମବାସୀ, ଦୁଇ ବେପାରୀ ଅଟକ
ପ୍ରେମିକା ସହ ଦେଢ ବର୍ଷ ଶାରୀରିକ ସମ୍ପର୍କ ରଖି ଠକିଲେ 2 ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ଲଭ୍ ସେକ୍ସ୍ ଧୋକା । ପ୍ରେମିକାଙ୍କ ସହ ଦେଢ଼ ବର୍ଷ ଶାରୀରିକ ସମ୍ପର୍କ ରଖି ଠକିଦେଲେ 2 ଲକ୍ଷ ଟଙ୍କା । ସ୍ତ୍ରୀ କୁ ଧରମ ଭଉଣୀ କହୁଥିଲେ , ପୁଅକୁ ଭଣଜା କହି ପ୍ରେମିକା ସହ ଚିହ୍ନାଉଥିଲେ । ଟଙ୍କା ହଡପ ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିଲେ ପ୍ରେମିକା । ଚନ୍ଦକା ଥାନାରେ ପ୍ରେମିକ ବିରୋଧରେ ଏତଲା ଦେଲେ ଯୁବତ
Download Argus News App
