ଫଳରେ ବଡପଦା ଗ୍ରାମର ସନ୍ତୋଷ ପାଇକ ଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଛି l ରାତିରେ ସୋଇଥିବା ସମୟରେ ଏଭଳି ଘଟଣା ଘଟିଛି l ଏହାକୁ ନେଇ ପଡୋଶୀ ଏବଂ ଦୁଇ ପରିବାର ଭୟଭୀତ ଅବସ୍ଥାରେ ରହୁଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଗଜପତି: ଲଗାଣ ବର୍ଷା ରେ ଭୁସୁଡ଼ିଲା କାନ୍ଥ, ଅଳ୍ପକେ ବର୍ତିଲେ ପରିବାରର ୪ ଜଣ | ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବଡପଦା ଗ୍ରାମରେ | ଗତ ତିନିଦିନ ଧରି ଲାଗିରହିଛି ବର୍ଷା l
ଫଳରେ ବଡପଦା ଗ୍ରାମର ସନ୍ତୋଷ ପାଇକ ଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଛି l ରାତିରେ ସୋଇଥିବା ସମୟରେ ଏଭଳି ଘଟଣା ଘଟିଛି l ଏହାକୁ ନେଇ ପଡୋଶୀ ଏବଂ ଦୁଇ ପରିବାର ଭୟଭୀତ ଅବସ୍ଥାରେ ରହୁଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।