ROK THOK: ପୋଷା ଶୁଆଙ୍କ ଘୋଷା କଥା
ବ୍ରହ୍ମପୁର: ଦଣ୍ଡଯାତ୍ରାରେ କମ୍ପୁଛି ପୁରା ଗଞ୍ଜାମ ଜିଲ୍ଲା। କୋଣ ଅନୁକୋଣରେ ହେଉଛି ଦଣ୍ଡଯାତ୍ରା। ପ୍ରଥମେ 21 ଦିନିଆ, ପରେ 18 ଦିନିଆ ଏବଂ ବର୍ତ୍ତମାନ 13 ଦିନିଆ ଦଣ୍ଡ ଯାତ୍ରା ବାହାରିବା ପରେ ଗଳିକନ୍ଦିରେ ଦଣ୍ଡ ଯାତ୍ରା ନାମରେ ମା ଦକ୍ଷିଣ କାଳୀଙ୍କ ଯାତ୍ରା ହେଉଛି।
ଏଥିଲାଗି ହଜାର ହଜାର ମାନସିକଧାରୀ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳୁଛି । ଏହି ଯାତ୍ରା ମେରୁ ସଂକ୍ରାନ୍ତି ଯାଏଁ ଚାଲିବାର ଯୋଜବା ରହିଛି।