ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଆସିକା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ସ୍ଵାସ୍ଥବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତେବେ କିଛିଦିନ ହେବ ଗ୍ରାମରେ ଲାଗି ରହିଥିବା ର ଆତଙ୍କ ରହିଛି l ସେ ଗୁଣି ଗାରେଡି କରୁଥିବା ସନ୍ଦେହରେ ଗ୍ରାମର କିଛି ଯୁବକ ତାଙ୍କୁ ବିଷ୍ଠା ଖୁଇବା ସହ ମାନସିକ ଯନ୍ତ୍ରଣା ଦେଇଥିଲେ l ଏହା ସହ୍ୟ ନକରିପାରି ଭାଗ୍ୟଲତା କୀଟନାଶକ ଖାଇଥିବା ସେ କହିଛନ୍ତି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।