ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜରଡା ଥାନା ଡାବୁଥାଳି ଗାଁରେ । ଏନେଇ ମହିଳାଙ୍କ ବାପା ନିଜ ଗାଁ କମିଟି ସହ ଜରଡ଼ା ଥାନାରେ ଝିଅକୁ ଉଦ୍ଧାର ପାଇଁ ଏତଲା ଦେଇଛନ୍ତି । ଅନ୍ୟପଟେ ଏନେଇ ଜରଡା ଥାନା ଅଧିକାରୀ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି ।
ଶିକାରୀ ଗୁଳିରେ ଜଙ୍ଗଲରେ ଜାଳେଣି କାଠ ଗୋଟାଉଥିବା ମହିଳା ଗୁରୁତର
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
