ଯୁବକ ଜଣଙ୍କ ପଶ୍ଚିମବଙ୍ଗର ଅଞ୍ଚଳର ସୁୟଶ ପ୍ରଧାନ ବୋଲି ଜଣାପଡ଼ିଛି। ତାଙ୍କୁ ଅଡ଼ା ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।
ଟ୍ରେନରେ କଟି ଯୁବକ ଗୁରୁତର

ବାଲେଶ୍ୱର: ଟ୍ରେନରେ କଟି ଯୁବକ ଗୁରୁତର । ଶିମୁଳିଆ ମାର୍କୋଣା-ରାଣୀତାଲ ରେଲୱେ ଷ୍ଟେସନ ମଝିରେ ଟ୍ରେନରେ କଟିଯାଇ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ କଟିଯାଇଛି ।
ଜଗା ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ ସୁଭଦ୍ରା

କନ୍ଧମାଳ: ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀ ଶିଶୁ ୱାର୍ଡର କଟେଜରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା l ଜଗାକୁ ଛାଡି କାଳିଆ ଚାଲିଯିବା ପରେ ଜଗ
Download Argus News App
