ତେଲ ଦେଉଥିବା କର୍ମଚାରୀ ଓ କାଉଣ୍ଟରରେ ଥିବା ମ୍ୟାନେଜର ମୁଣ୍ଡରେ ବନ୍ଧୁକ ଓ ଭୁଜାଲି ଦେଖାଇ ପମ୍ପରୁ ଲୁଟି ନେଇଛନ୍ତି ୨୦ ଲକ୍ଷ ଟଙ୍କା । ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ନେବା ସହ ମାଡ଼ ମାରିଥିଲେ ।
ଆଜି ଭୋର ପ୍ରାୟ ୪ଟା ୨୦ ସମୟର ଏ ଘଟଣା ଘଟିଥିବା କୁହାଯାଉଛି । ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।