ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା।ଖବର ପାଇ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି। ଯନ୍ତ୍ରପାତି ଚୋରି ଯୋଗୁଁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପୋଲିସ ତାର ତଦନ୍ତ ଜାରି ରଖିଛି।
ମେଡ଼ିକାଲରୁ ଇନଭର୍ଟର, କମ୍ପ୍ୟୁଟର ସହ ଲକ୍ଷାଧିକ ଟଙ୍କାର ଚୋରି, ପୋଲିସର ତଦନ୍ତ ଜାରି
Download Argus News App
