ସେହିଭଳି କଳାହାଣ୍ଡି 238, ରାୟଗଡା 232, ନୂଆପଡା 261, ନୟାଗଡ 250, ମୟୂରଭଞ୍ଜ 190, ଦେଓଗଡ, ବୌଦ୍ଧରୁ 98 ଲେଖାଏଁ, କେନ୍ଦ୍ରାପଡା 87, କନ୍ଧମାଳ 77 ଆକ୍ରାନ୍ତ । ଭଦ୍ରକ 63, ଢେଙ୍କାନାଳ 47, କୋରାପୁଟ 133, କେନ୍ଦୁଝର 129 ଆକ୍ରାନ୍ତ । ଗଜପତି 121, ଗଞ୍ଜାମ 69, ମାଲକାନଗିରି 32 ଓ ଷ୍ଟେଟ୍ ପୁଲରୁ 238 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଜି 8216 ପଜିଟିଭ୍

ଭୁବନେଶ୍ଵର: ଆଜି ବି 8 ହଜାର ଉପରେ । ରାଜ୍ୟରେ ଆଜି 8216 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1271 ପଜିଟିଭ୍ ବାହାରିଛନ୍ତି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ- 636 ସଂକ୍ରମିତ ଚିହ୍ନଟ । ସେହିପରି କଟକ 447, ପୁରୀ 402, ଅନୁଗୋଳ 394, ସମ୍ବଲପୁର 385, ବରଗଡ 375, ଯାଜପୁର 347 ଆକ୍ରାନ୍ତ । ନବରଙ୍ଗପୁର 319, ଝାର ସୁଗୁଡା 316, ଜଗତସିଂହପୁର 316, ବଲାଙ୍ଗିର 305, ବାଲେଶ୍ୱର 302, ସୋନପୁର 248 ଆକ୍ରାନ୍ତ ।
Download Argus News App
