ଖୋର୍ଦ୍ଧା ଜିଲ୍ଲା ସମେତ କଟକ ,ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡର ତାପମାତ୍ରା ଆଗାମୀ ୨୪ ଘଣ୍ଟା ଭିତରେ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଇଛି ।
ତାତିରୁ ନାହିଁ ନିସ୍ତାର, ଆହୁରି 3 ମାସ ବର୍ଷିବ ନିଆଁ
କିଏ କଲା ହତ୍ୟା

ଅର୍ଗସ ବ୍ୟୁରୋ : କିଏ କଲା ହତ୍ୟା । କାହାର ଶିକାର ହେଲେ ଜେଇ । ହାତ ଗୋଡ଼ରେ ରସିର ଚିଂହଥିବା ବେଳେ ବାନ୍ଧିକି ମାଡ ମାରିବା ପରେ ହତ୍ୟା କରାଯାଇଛି କି ? ପୁର୍ବ ଶତୃତା ନା ଠିକା କାମକୁ ନେଇ କିଏ କରିଥିଲା ହତ୍ୟା । ପୋଲିସ ହତ୍ୟା କାରୀକୁ ଗିରଫ ନ କରିବାରୁ ଥାନା ସମ୍ମୁଖରେ ଧାରଣା କରିଥିବାର ଦେଖିବା କୁ ମିଳିଥିଲା।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ
Download Argus News App
