ସୁଦୁସୁଆର ସେବାୟତ ମାନେ କଲେ ଏହି ନୀତି । ଅବକାଶ ନୀତି ପରେ ହେଲା ମହାସ୍ନାନ ନୀତି। ଏହାକୁ ନେଇ ପ୍ରାୟ ଏକ ଘଣ୍ଟା ଧରି ଶ୍ରୀମନ୍ଦିରରେ ବନ୍ଦ ହେଲା ଦର୍ଶନ । ଶ୍ରୀମନ୍ଦିରରେ ରକ୍ତ ପଡ଼ିବାର କାରଣ ଅସ୍ପଷ୍ଟ ।
ପୁରୀ: ଶ୍ରୀମନ୍ଦିରରେ ହେଲା ମହାସ୍ନାନ। ଭିତରକାଠ ନିକଟରେ ଥିବା ଧୁକୁଡି ଦ୍ବାର ପାର୍ଶ୍ବବର୍ତ୍ତୀ ସ୍ଥାନରେ ରକ୍ତ ପଡିଥିବା ଦୃଷ୍ଟିକୁ ଆସିବାରୁ ମହାସ୍ନାନ ହେଲା ଶ୍ରୀମନ୍ଦିର ।