ଅଧିକ ପଢନ୍ତୁ: ଧାନ ମଣ୍ଡି ଅବ୍ୟବସ୍ଥା ପାଇଁ ରାସ୍ତା ଅବରୋଧ
ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରି ମିଲର ଗାଡି ପଠାଇ ଧାନ କିଣିବାକୁ ଦାବୀ କରିଛନ୍ତ। ଚାଷୀ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଖାଲି ସେତିକି ନୁହେଁ ବୌଦ୍ଧ ଜିଲ୍ଲାର ବାଉଁଶୁଣି,ବହିରା,ମୁଣ୍ତାପଡା ରକସା,ମନୁପାଲି ସମେତ ଅନେକ ମଣ୍ଡିରେ ଟାର୍ଗେଟ ନ ଥିବାରୁ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନବସ୍ତା ଖୋଲା ଆକାଶ ତଳେ ପଡି ରହିଛି। ତୁରନ୍ତ ଟାର୍ଗେଟ ଦେବା ସହିତ ସମାଧାନ କରିବାକୁ ଦାବି କରିଛନ୍ତି ଚାଷୀ। ଅନ୍ୟପକ୍ଷରେ ପେକ୍ସର ସମ୍ପାଦକ କହିଛନ୍ତି ଟାର୍ଗେଟ ନାହିଁ ଟାର୍ଗେଟ ଆସିଲେ ଚାଷୀଙ୍କ ଧାନ କିଣା ଯିବ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ