ପୋଲିସକୁ ମିଳିଥିବା ସୂଚନା ମୁତାବକ ଜଣେ ମହିଳା ଓ ଦୁଇଜଣ ପୁରୁଶ ଟ୍ରଲି ବ୍ୟାଗ ନେଇ ଷ୍ଟେଶନ ଆଡକୁ ଜିବା ଦେଖି ସେମାନଙ୍କୁ ଧରିବାରେ ସକ୍ଷ୍ୟମ ହଇଥିଲା l ସେମାନଙ୍କ ଟ୍ରଲିବ୍ୟାଗ୍ ରୁ 22 କେଜି ଗଞ୍ଜେଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ମହିଳା ଓ ପୁରୁଷମାନେ ହେଲେ ଉତ୍ତରପ୍ରଦେଶ ର ସନ୍ତୋଷ କୁସାୱଆ, ପଶ୍ଚିମବଙ୍ଗ ର ରେହେନା ବିବି ଓ ଗଜପତି ଅଞ୍ଚଳର ପିତାମ୍ବର ପରିଛା ବଲି ଜଣାପଡିଛି । ଏମାନେ କନ୍ଧମାଳ ରୁ ଗଞ୍ଜେଇ ଆଣି କଲିକତା ନେବାପାଇ ଯୋଜନା କରୁଥିବା ସମୟରେ ପୋଲିସ ହାତରେ ଧରା ପଡିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ୱ ହେବବଲି ଜଣାପଡିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।