ଅଧିକ ପଢ଼ନ୍ତୁ: ଗୋଟିଏ ପରିବାରର ୩ ମୃତ, ହତ୍ୟା ନା ଆତ୍ମହତ୍ୟା ଖୋଳତାଡ କରୁଛି ପୋଲିସ
ଗତ କାଲି ସନ୍ଧ୍ୟା ସମୟରୁ ଘରର କବାଟ ବନ୍ଦ ରହିଥିଲା । ପଡ଼ୋଶୀ ଲୋକେ କବାଟ ଭାଙ୍ଗିବା ପରେ ୩ ଜଣଙ୍କ ମୃତ ଦେହ ଠାବ କରିଥିଲେ । ଆତ୍ମହତ୍ୟା କରିଥିବା ଯୁବକ ବିଶୋୟୀ IPL MATCH ରେ ଅର୍ଥ ନିବେଶ କରି କ୍ଷତିଗ୍ରସ୍ତ ହେବା ପରେ ମନସିକ ଚିନ୍ତାରେ ଭାରାକ୍ରାନ୍ତ ଥିବା ପଡୋଶୀ ଲୋକେ କହିଛନ୍ତି । ପୋଲିସ ତଦନ୍ତ ଜାରି ରହିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ