କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହି ତିନିଜଣ ରହୁଥିବା ଘର ଉପରେ ଚଢ଼ାଉ କରିଥିଲା। ଚଢାଉ ବେଳେ ଦୁଇଟି ୱାକିଟକି,ବ୍ୟାଟେରି, ଚାର୍ଜର , ତିନୋଟି ମୋବାଇଲ ଫୋନ ଓ ଅନ୍ୟନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ଏହା ସହିତ ଅଧିକ ପଚରାଉଚରା କରି ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ତିନି ମାଓ ସମର୍ଥକଙ୍କୁ କୋର୍ଟ ଚାଲଣ କଲା ପୋଲିସ

ଅର୍ଗସ ବ୍ୟୁରୋ : ମାଓ ସମର୍ଥକକୁ ଗିରଫ କଲା କଳାହାଣ୍ଡି ପୋଲିସ। ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।
Download Argus News App
