ଗତକାଲି ବିଳମ୍ବିତ ରାତିର ଘଟିଛି ଏହି ଘଟଣା । ଟ୍ରକ ମାଡିଯିବାରୁ 3ଜଣ ଗୁରୁତର । ସ୍ୱାମୀ, ସ୍ତ୍ରୀ ଓ 7ବର୍ଷର ଝିଅକୁ ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକ ।
କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଷଠୀଘର ଗାଁରେ ଅଭାବନୀୟ ଘଟଣା । ଘର ଭିତରକୁ ମାଡିଗଲା ଟ୍ରକ ।