ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ଅର୍ଗସ ବ୍ୟୁରୋ: ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅର୍ଗସର ମହାଖୁଲାସା । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବଡ ଷଡଯନ୍ତ୍ର ଧରାପଡିଛି । ଏସଆଇଟି ଦାଖଲ ଚାର୍ଜସିଟରେ ଥିବା 3 ସାକ୍ଷୀ ବାବୁଲ ନାୟକଙ୍କ ଖାସ୍ ଲୋକ ବୋଲି ଜଣାପଡିଛି । ପରୀଙ୍କ ବାପା ଅଶୋକ ସାହୁ ଏଭଳି ଅଭିଯୋଗ ଆଣିଛନ୍ତି ।
ଦୁର୍ଯ୍ୟୋଧନ ପ୍ରଧାନ ବାବୁଲି ନାୟକଙ୍କ ଲୋକ । ହେଲେ ଚାର୍ଜସିଟରେ ଦୁର୍ଯ୍ୟୋଧନ ଅଲଗା କଥା କହିଛନ୍ତି। ସେହିପରି ବାବୁଲି ନାୟକଙ୍କ ଟ୍ରାକ୍ଟର ଡ୍ରାଇଭର ହେଉଛନ୍ତି ଚରଣ ପ୍ରଧାନ ଓ ଖଦଳ ବେହେରା ବାବୁଲିଙ୍କ ଘରେ କାମ ରହି କରନ୍ତି । ସତ ଲୁଚାଇବାକୁ ସାକ୍ଷୀ 3 ଜଣଙ୍କୁ ମୋହରା କରାଯାଉଛି ବୋଲି ପରୀର ବାପା କହିଛନ୍ତି ।