ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।
ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା କେଉଁଠି କେତେ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ, ସମ୍ବଲପୁର: ୪୨.୮ ଡ଼ିଗ୍ରୀ, ହୀରାକୁଦ: ୪୧.୬ ଡ଼ିଗ୍ରୀ, ଝାରସୁଗୁଡା: ୪୧ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୮ ଡ଼ିଗ୍ରୀ , ବାଲେଶ୍ୱର: ୩୭.୮ ଡ଼ିଗ୍ରୀ, କେନ୍ଦୁଝର: ୩୭.୨ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ପାରାଦ୍ୱୀପ: ୩୪ ଡ଼ିଗ୍ରୀ ଓ ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...