ଅଧିକ ପଢନ୍ତୁ : ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ଵରରେ ଝଡ଼ ପବନ ବର୍ଷା ସହ ବିଜୁଳି ଘଡଘଡି ବର୍ଷା ହେବ । ଏହି ସମୟର ୩୦ରୁ ୪୦ କି.ମି. ବେଗରେ ବହିବ ପବନ । ୩୧ରେ ବଢିବ ବର୍ଷାର ବିସ୍ତୃତି । ସାରା ଓଡ଼ିଶାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ହେଲେ ଉତ୍ତର ଉପକୂଳ ଓ ସଂଲଗ୍ନ ୧୬ଜିଲ୍ଲା ଅଧିକ ପ୍ରଭାବିତ ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ :ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଜାରି ରହିଛି ବର୍ଷା