ରାଜ୍ୟରେ ଅଣାୟତ୍ତ କୋରୋନା ...
ଭୁବନେଶ୍ଵର: ଝାରପଡା ଜେଲରେ ଶେଷ ହେଲା ଟିଆଇ ପରେଡ । ଟିଆଇ ପରେଡ ଶେଷ ପରେ ଜେଲ ପରିସରରୁ ଅଞ୍ଜନା ମିଶ୍ର ବାହାରିଛନ୍ତି। ଟିଆଇ ପରେଡରେ 10 ଜଣ ଠିଆ ହୋଇଥିଲେ ।
22 ବର୍ଷ ତଳ ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନକୁ ଚିହ୍ନଟ ପାଇଁ ଟିଆଇ ପରେଡ ହୋଇଥିଲା । ଝାରପଡା ଜେଲ ପରିସରରେ JMFC ସୃଜାଲିନ ମହାନ୍ତିଙ୍କ ତତ୍ୱାବଧାନରେ ଟିଆଇ ପରେଡ ପ୍ରକ୍ରିୟା ଚାଲିଥିଲା ।