ଝାରପଡା ଜେଲ ପରିସରରେ JMFC ସୃଜାଲିନ ମହାନ୍ତିଙ୍କ ତତ୍ୱାବଧାନରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଅଭିଯୁକ୍ତକୁ 22 ବର୍ଷ ପରେ ଚିହ୍ନିବା କଷ୍ଟକର ହେବ । ତେବେ ଚିହ୍ନିବାକୁ ଚେଷ୍ଟା କରିବି ବୋଲି ଅଞ୍ଜନା ମିଶ୍ର କହିଛନ୍ତି
ଆରମ୍ଭ ହେଲା ଟିଆଇ ପରେଡ ପ୍ରକ୍ରିୟା, ବିବନକୁ ଚିହ୍ନଟ ପାଇଁ ଝାରପଡା ଜେଲରେ ପହଞ୍ଚିଲେ ଅଞ୍ଜନା ମିଶ୍ର

ଭୁବନେଶ୍ଵର: ଆରମ୍ଭ ହେଲା ଟିଆଇ ପରେଡ ପ୍ରକ୍ରିୟା। ଅଞ୍ଜନା ମିଶ୍ର ଝାରପଡା ଜେଲରେ ପହଞ୍ଚିଛନ୍ତି । ଆଜି ଟିଆଇ ପରେଡରେ ଅଞ୍ଜନା ଅଭିଯୁକ୍ତକୁ ଚିହ୍ନଟ କରିବେ । ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିବନ ବିଶ୍ୱାଳକୁ 22 ବର୍ଷ ପରେ ଅଞ୍ଜନା ଚିହ୍ନଟ କରିବେ।
Download Argus News App
