ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ମାହାଙ୍ଗା ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ
ପ୍ରଥମଥର ଓଡ଼ିଶାର ପର୍ଯ୍ୟଟକ ଦେଖିଲେ ମହାବଳ

ଅର୍ଗସ ବ୍ୟୁରୋ : ପ୍ରଥମଥର ପାଇଁ ଓଡ଼ିଶା ରେ ପର୍ଯ୍ୟଟକମାନେ ମହାବଳ ବାଘକୁ ସିଧାସଳଖ ଦେଖିଲେ । ପୂର୍ବରୁ ସିମିଲିପାଲ କିମ୍ବା ସାତକୋସିଆରେ ମଧ୍ୟ ପର୍ଯ୍ୟଟକମାନେ ମହାବଳ ବାଘକୁ ସମ୍ମୁଖରେ ଦେଖି ନଥିଲେ । ଏହା ପ୍ରଥମ ଥର ପାଇଁ ଡେବ୍ରିଗଡରେ ରେକର୍ଡ ହୋଇଛି ଏବଂ ଦୀର୍ଘଦିନ ବ୍ୟବଧାନ ପରେ ଡେବ୍ରିଗଡରେ ବାଘର ଉପସ୍ଥିତି ଅଛି ବୋଲି ଜଣା ପଡ଼ିଛି । ୨୦୧୮ ମସିହା ପରେ ବର୍ତ୍ତମାନ ବାଘ ଦେଖା ଦେଇଛି ।
Download Argus News App
