ବାଘ ଆକ୍ରମଣରେ ଗୁରୁତର ବ୍ୟକ୍ତି ହୀରାପୁର ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ସିନାପାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ଜଙ୍ଗଲ ନିକଟ ଚାଷ ଜମିରେ ଥିବାବେଳେ ବାଘ ବ୍ୟକ୍ତି ଜଣକ ଉପରେ ଆକ୍ରମଣ କରିଥିବା ସୂଚନା । ଏବେ ବାଘଟି ଚାଷଜମି ନିକଟ ତେନ୍ତୁଳି ଗଛ ଉପରେ ରହିଥିବା ବେଳେ ଘଟଣାସ୍ଥଳରେ ବନବିଭାଗ ପହଁଞ୍ଚିଛି ।
ଖଡ଼ିଆଳରେ ବାଘ ଆତଙ୍କ, ଜଣେ ଗୁରୁତର
Download Argus News App
