ପ୍ରଶ୍ନକାଳ : ଆଲର୍ଟ ସତ୍ତ୍ବେ ବିଭ୍ରାଟ !
ଖୋର୍ଦ୍ଧାରୁ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଅର୍ଗସ ବ୍ୟୁରୋ: STF ହାତରେ ବାଘ ଛାଲ ବେପାରୀ । ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀ ମୁଣ୍ଡା ଅଞ୍ଚଳରୁ କଲରା ପତରିଆ ବାଘ ଛାଲ ଜବତ । ଅଭିଯୁକ୍ତ ରତ୍ନାକର ସାହୁକୁ ଗିରଫ କଲା STF । ଏହି ଘଟଣାକୁ ମିଶାଇ ଚଳିତ ବର୍ଷ ମୋଟ ୨୨ଟି ବାଘ ଛାଲ ଜବତ କରିଛି STF ।
ଭାରତର ଇଏ ଏମିତି ମନ୍ଦିର, ଯେଉଁଠି କୃଷ୍ଣଙ୍କ ହାତରେ ମୂରଲୀ ନାହିଁ

ଅର୍ଗସ୍ ବ୍ୟୁରୋ : ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। କୃଷ୍ଣଙ୍କ କଥା ପରିକଳ୍ପନା କରିବା ମାତ୍ରକେ ମନକୁ କେତୋଟି ଚିତ୍ର ସ୍ବତଃ ଚାଲିଆସେ। କଳା ରଙ୍ଗର ପୁରୁଷାକୃତି ବିଗ୍ରହ। ମଥାରେ ମୟୂର ଚନ୍ଦ୍ରିକା, ହାତରେ ବଶିଂ ଏବଂ ମଥାରେ ତୀଳକ। ଏହା ହିଁ ଭଗବାନ ଲୀଳା ପୁରୁଷୋତ୍ତମଙ୍କ ସ୍ବରୂପ।
କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏମିତି ବିଲକ୍ଷ
Download Argus News App
