ଅଧିକ ପଢନ୍ତୁ :ଲୋକଙ୍କ ନିଦ ହଜାଇଲାଣି ବାଘ
ପୂର୍ବରୁ ଜଳମଡାଇ ଗାଁର ବୃଦ୍ଧା ମହିଳା ଏବଂ ବାଛୁରୀକୁ ଖାଇଥିଲା ବାଘ। ବେଶ୍ କିଛିଦିନ ହେଲା ଗାଁରେ ବାଘ ଆତଙ୍କ ଖେଳାଇ ରଖିଛି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଦେଖନ୍ତୁ ଭିଡିଓ :ନୂଆପଡ଼ା ଜିଲ୍ଲାରେ ଆଜି ବି ବାଘ ଆତଙ୍କ
ନୂଆପଡା: ନୂଆପଡାରେ ପୁଣି ବାଘ ଆତଙ୍କ। ଗାଈକୁ ମାରି ଖାଇଛି କଲରାପତରିଆ ବାଘ। ସୁନାବେଡ଼ା ଅଭୟାରଣ୍ୟ ଜଳମଡାଇ ଗାଁରେ ଗାଈକୁ ଟେକି ନେଇ ଶିକାର କରିଛି ବାଘ। ଗାଁର ରାମସିଲା ପଟିଆଙ୍କ ଗାଈକୁ ମାରି ଖାଇଥିବା ସୂଚନା ମିଳିଛି ।