ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଆରପାରିରେ ତିଳୋତ୍ତମା ଖୁଣ୍ଟିଆ

ଅର୍ଗସ ବ୍ୟୁରୋ : ଆରପାରିରେ ତିଳୋତ୍ତମା ଖୁଣ୍ଟିଆ । ଦୀର୍ଘ ଦିନ ଧରି ହାର୍ଟ ରୋଗରେ ପୀଡିତ ଥିଲେ। ଏବଂ ଏହି କିଛି ଦିନ ହେବ ଏକ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି 7.15 ରେ ତାଙ୍କର ଦେହାନ୍ତ ହୋଇଛି । ବିଭିନ୍ନ ଫିଲ୍ମ, ସିରିଏଲ୍ ଏବଂ ନାଟକ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ ।
Download Argus News App
