ପୂର୍ବରୁ ପ୍ରଚଳିତ ଫ୍ୟାଟ ହ୍ରାସ କରିବା ଉପାୟ ଗୁଡିକ, ଯାହା ଫ୍ୟାଟ କଣିକାକୁ ଧ୍ୱଂସ କରିବା ଉପରେ ଧ୍ୟାନ ଦେଇଥାଏ। ଏମରାଲ୍ଡ ଲେଜର୍ ଅଣକ୍ଷତିକାରୀ ଆଲୋକର ଶକ୍ତିକୁ ବ୍ୟବହାର କରେ । ଯାହା ମାଧ୍ୟମରେ ଶରୀରର ବ୍ୟାଡ ଫ୍ୟାଟ ଲିମ୍ଫାଟିକ୍ ସିଷ୍ଟମ୍ ଦ୍ୱାରା ସ୍ବାଭାବିକ ଭାବରେ ବାହାରକୁ ଯାଏ। ଏମାରାଲ୍ଡ ଫ୍ୟାଟ କଣିକାକୁ ସ୍ୱାଭାବିକ ସ୍ବାସ୍ଥ୍ୟକୁ ଫେରାଇବାକୁ ଏବଂ ଏହାର ହରମୋନ୍ ରିସ୍ପୋନ୍ସକୁ ସୁଧାରିବା ପାଇଁ ଆବଶ୍ୟକ ପ୍ରତିକ୍ରିୟା ସୃଷ୍ଟି କରେ, ଯାହା ଫ୍ୟାଟ୍ ପୁନଉର୍ପାଦନକୁ ଅଟକାଇଥାଏ। ଏହି ନୂତନ କୌଶଳ ଫ୍ୟାଟ୍ କଣିକାକୁ ଧ୍ୱଂସ କରିବା ବଦଳରେ ତାହାକୁ ଶୁଖାଇ ଦିଏ, ଯାହା ବିନା କୌଣସି ପ୍ରତିକୂଳ ପ୍ରଭାବରେ ସ୍ୱାଭାବିକ ଭାବରେ ସେଲ୍ ର ଗୁଣାତ୍ମକ ଉନ୍ନତି କରିଥାଏ।ଏହି ଚିକିତ୍ସା ଆମ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବାର ଲକ୍ଷ୍ୟ ସହିତ ସମ୍ପୃକ୍ତ, ଯାହା ଦେହକୁ ସ୍ୱାଭାବିକ ଭାବରେ ନବୀକରଣ କରିବାରେ ଏବଂ ପୁନଉତ୍ପାଦନ କରିବାରେ ସକ୍ଷମ ହୋଇଥାଏ । ଓଡ଼ିଶାରେ ଏହି ଚିକିତ୍ସା ପ୍ରଥମ ହୋଇଥିବା ହେଲେ ଲୋକେ ଏହି ଚିକିତ୍ସା କୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଅଧିକ ଦେଖନ୍ତୁ :