ଗତ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏତଲା ଗ୍ରହଣ କରିଥିଲା ପୋଲିସ । ଗତ 8 ମାସ ଧରି ବିଧାୟକ ବିଜୟ ଶଙ୍କର ଓ ବାନ୍ଧବୀ ସୋମାଲିକାଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।
ରାଜନୀତି ନ୍ୟୂଜ଼ ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ବଢୁଛି ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ । ଥାନାରେ ମାମଲା ରୁଜୁ ପରେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଙ୍କ ଅଡୁଆ ବଢିଛି । ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖୁବଶୀଘ୍ର ପୋଲିସ ବିଧାୟକଙ୍କୁ ଜେରା କରିବା ସମ୍ଭାବନା ରହିଛି । ସୋମାଲିକାଙ୍କ ବୟାନର ଭିଡିଓଗ୍ରାଫି ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଛି ପୋଲିସ ।
ଗତ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏତଲା ଗ୍ରହଣ କରିଥିଲା ପୋଲିସ । ଗତ 8 ମାସ ଧରି ବିଧାୟକ ବିଜୟ ଶଙ୍କର ଓ ବାନ୍ଧବୀ ସୋମାଲିକାଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।
ରାଜନୀତି ନ୍ୟୂଜ଼ ଆହୁରି ପଢନ୍ତୁ