ବେଦରେ କୁହାଯାଇଛି ଏହି ଅବସରରେ ଯେଉଁଭଳି ସୂର୍ଯ୍ୟଦେବଙ୍କ କୃପା ହେତୁ ଅନ୍ନଦାତା ଆମକୁ ନବାନ୍ନ ଉପହାର ଦେଇଥା’ନ୍ତି, ଠିକ୍ ସେହିଭଳି ଏହି ଆଲୋକ ଆମକୁ ଆଳସ୍ୟ ତ୍ୟାଗ କରି ନୂତନ ସକାରାତ୍ମକ ବିଚାର ଗ୍ରହଣ କରିବା ଲାଗି ପ୍ରୋତ୍ସାହନ ଦେଇଥାଏ। ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।