ତା ସହିତ ଭଉଣୀକୁ ଖୁସି କରିବା ପାଇଁ କିଛି ଉପହାର ବି ଦେଇଥାଏ। ଯାହାକୁ ନେଇ ଆଜି ପ୍ରତିଟି ଓଡିଆ ଘରେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଉତ୍ସବ ଦେଖିବାକୁ ମିଳିଛି। ପିଠାପଣା ସାଙ୍ଗକୁ ଭାଇ-ଭଉଣୀଙ୍କ ହସ ଖୁସିରେ ଘର ଅଗଣା ଫାଟି ପଡୁଛି।
ସେହିପରି କିମ୍ବଦନ୍ତୀ ଅନୁଯାୟୀ ଆଜି ଗହ୍ମା ପୂର୍ଣ୍ଣିମା ବଡ଼ ଠାକୁର ବଳଦେବଙ୍କ ଜନ୍ମ। ଯାହାକୁ ନେଇ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ଏବଂ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଆଜି ମହାସମାରୋହରେ ବଳଦେବ ଜୀଉଙ୍କ ଜନ୍ମନୀତି ପାଳନ ହେବାର କାର୍ଯ୍ୟକ୍ରମ ରହିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।