ହାତରେ ଆଉ ମାତ୍ର ଦୁଇ ଦିନ ସମୟ ଥିବା ବେଳେ ଅର୍ଚ୍ଚନାଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବ ଇଡି। ଅର୍ଚ୍ଚନା ନାଗ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି। ବର୍ତ୍ତମାନ ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧିର ଆଜି ପଞ୍ଚମ ଦିନ ଥିବାବେଳେ ଇଡି ହାତରେ କଣ ସବୁ ତଥ୍ୟ ଲାଗିଛି ତାହା ଗୁରୁତ୍ୱପୂର୍ଣ୍ଣ।
ନାଗଫାଶର ରହସ୍ୟ ଖୋଲିବାକୁ ଅର୍ଚ୍ଚନାଙ୍କୁ ଘନ ଘନ ଜେରା କରୁଛି ଇଡି

ଅର୍ଗସ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ପଞ୍ଚମ ଦିନ। ନାଗଫାଶର ରହସ୍ୟ ଖୋଲିବାକୁ ଅର୍ଚ୍ଚନାଙ୍କୁ ଘନ ଘନ ଜେରା କରୁଛି ଇଡି। ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ବାଇଁ ଆଜି ପୁଣିଥରେ ଇଡି କାର୍ଯ୍ୟାଳୟରେ ହାଜର ହେବାର ସୂଚନା ରହିଛି। ଅର୍ଚନା ଓ ପ୍ରମୋଦ କୁ ମୁହାଁ ମୁହିଁ ଜେରା କରିବାକୁ ଯୋଜନା ରଖିଛି ପ୍ରବର୍ତନ ନିର୍ଦେଶାଳୟ |
Download Argus News App
