ଦେଖନ୍ତୁ ଭିଡିଓ :ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ କୁ ମହାଆଡମ୍ଭର ସହିତ ପାଳନ କରାଯିବ !
ଏହି ଅବସରରେ ବାସୁଦେବପୁରରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା କରାଯାଇଥିଲା । ବାଲିନଗର ଯାଦବ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ବିଦ୍ୟୁତ ଷ୍ଟ୍ରକ୍ଚର ନିକଟରେ ଥିବା ପୁଷ୍କରିଣୀରେ କଳସ ବୁଡାଇଥିଲେ । ଜୟଶ୍ରୀ ରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ବାସୁଦେବପୁର ।
ଅଧିକ ପଢନ୍ତୁ : ଉତ୍ସବ ମୁଖର ଭଦ୍ରକ ସହର