ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଏଥିପାଇଁ ହାଇ ପାୱାର କମିଟି ଗଠନ କରିବାକୁ କହିଛନ୍ତି ହାଇକୋର୍ଟ । ଏହି କମିଟି ୨ ମାସ ଭିତରେ ଗଠନ କରିବାକୁ ତ୍ୱରିତ ନିର୍ଦ୍ଦେଶନାମା ଜାରି ହୋଇଛି । ହାଇପାୱାର କମିଟି ଚୂଡାନ୍ତ ନିଷ୍ପତ୍ତି ନେବ । ଏହି ହାଇ ପାୱାର କମିଟି ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବ ।