ବୃହତ ପରାଜୟର ସାମ୍ନା କରିବ ଟିଏମସି
ଅର୍ଗସ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ହେବ ନା ନାହିଁ । ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଏ ନେଇ ହେବ ଶୁଣାଣି । ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କରିଛି ଏସ୍ଆଇଟି ।
ବଡ଼ ପ୍ରଶ୍ନ ଯଦି ବୋଥ୍ରାଙ୍କ ପାଖରେ ସବୁ ପ୍ରମାଣ ରହିଛି ତାହା ହେଲେ ନାର୍କୋ ଆନାଲିସିସ୍ ଟେଷ୍ଟ କାହିଁକି, ସେପଟେ ପରୀକୁ ନ୍ୟାୟ ଦାବିରେ ବିଜେପି ରାଜ୍ୟରେ ଆରମ୍ଭ କରିଛି ଦୀପ ଦାନ ଅଭିଯାନ ।